by ABhimanyu Panda ✓ · 9 Dec 2019
ସତରେ ପିଲା ତୁ ବଡ଼ ଅବୁଝା ,,। ଯେଉଁଠି ଶବ୍ଦ ନାହିଁ ,, ଯେଉଁଠି ଅସ୍ତିସ୍ତ୍ବ ନାହିଁ ,, ଯେଉଁଠି କିଛି ଭାବନା ନାହିଁ ,,, ଯେଉଁଠି କିଛି ସାଧନା ନାହିଁ ,, ସେଇ ଅବିଦ୍ୟା ,,। ଅବିଦ୍ୟା କେବଳ ଅଭ୍ୟାସ କରାଯାଏ ,,,।
Loading comments…
Loading comments…