by Nibedita Mishraguru ✓ · 29 Aug 2017
ହେ ଇଶ୍ବର ,ଛୋଟ ଝିଅଟି ସ୍ଥାନଟିଏ ଖୋଜି ପାଉ ଏଇ ବିଶାଳ ପୃଥିବୀ ବକ୍ଷ ରେ ତା ପାଦ ରଖିବା ପାଇଁ । ସବୁଦିନ ପାଇଁ ଆଂକି ଦେଇ ଯାଉ ତାର ଉଜ୍ବଳ ପାଦ ଚିହ୍ନ । ସମୟର ଉତ୍ତାଳ ଲହଡି ତାକୁ କେବେ ଲିଭେଇ ନ ପାରୁ । ତାର ସେ ପାଦ ଚିହ୍ନ ସଦା ଝଟକୁ ଥାଉ ଏକ ଅମ୍ଲାନ ତାରା ପରି ।
Loading comments…
Loading comments…