by Sucharita Sena ✓ · 30 Oct 2020
ବୋଉ କାନ୍ଦି କାନ୍ଦି ଆଖି ଗୁଡାକ ବେଙ୍ଗ ଭଳି ଫୁଲି ଯାଇଥାଏ | ମୁଁ ଓ ନିତୁ କାନ୍ଥକୁ ଡେରି ହୋଇ ବାଇଆ ଅଜାକୁ ଦେଖୁଥାଉ | ବୋଉ କୁ ଦେଖି ବାଇଆ ଅଜା ଉଠିଲା ପରି ହେଲା, ବୋଉ ଦୌଡ଼ି ଯାଇ ତା ମୁଣ୍ଡ ପାଖରେ ବସି ମୁଣ୍ଡକୁ ଆଉଁଷି ଦେଲା | ବାଇଆ ଅଜା
Loading comments…
Loading comments…