by Bismita Sahoo ✓ · 14 Nov 2019
ଆଜ୍ଞା ଜନ୍ମ ହେଇ ମାକୁ ଖାଇଲା। ତା ବାପା ଆଉ ଗୋଟେ ବାହା ହେଲା। ଜେଜିମା ତାକୁ ପାଳିଲା। ହେଲେ ସେ ତା ଜେଜିମା କୁ ବି ଛାଡ଼ିଲାନି। ବୁଢ଼ୀ ଖାଇ ପିଇ ଇଆରି ପାଖରେ ଶୋଇଥିଲା , ସକାଳ ପାହୁଣୁ ମରି ଶୋଇଛି ।
Loading comments…
Comments
Loading comments…