120Log inSign up
Story · Inspirational

ଅଳ୍ପ ଗଳ୍ପ

by Lopamudra Parida ✓ · 30 Sept 2021

266Reads
13Likes
1Min read

ମୋ କ୍ଯାମେରା ମୋ ବୟସ ଚାରି ବର୍ଷ ସାନ ଦେଖଉଥିବା ବେଳେ ମୋ ଦର୍ପଣ ମତେ ଆଠ ବର୍ଷ ବଡ ଦେଖଉଛି । ଏବେ ମୁଁ କାହାକୁ ବିଶ୍ବାସ କରିବି !

Loading comments…

ଅଳ୍ପ ଗଳ୍ପ · StoryMirror