ମିସେସ୍ ରାୟଙ୍କ ଝିଅ ଜିମ୍ କୁ ବାହାରେ l ଲାଗୁଥାଏ ତା’ ଟାଇଟ୍ ଟପ୍ ଆଉ ପ୍ୟାଣ୍ଟ୍ କୁ ଫଟେଇ ତା’ ଦେହର ଚର୍ବି ସବୁ ବାହାରକୁ ବାହାରି ଆସିବାକୁ ଚାହୁଁଛନ୍ତି l ମିସେସ୍ ରାୟ କହନ୍ତି, "ଗୁଡ୍ଲି ଆଜି ଟିକେ ଜଲ୍ଦି ଆସିଯିବୁ ତ ବେଟା ନିତା ଆଣ୍ଟିଙ୍କ ଘରକୁ ଯିବା l " ଝିଅ ରାଗିଯାଇ କହେ, " ମାମା ତୁମେ ମୋତେ ଡେଲି ଜିମ୍ ରୁ ଶୀଘ୍ର ଆସିବାକୁ କହୁଛ, ମୁଁ ଆସିପାରୁଛି କି ?
Loading comments…