by ସୌମ୍ଯ ରଞ୍ଜନ ମହାପାତ୍ର ✓ · 23 May 2019
ତାକୁ ଲାଗୁଥାଏ ତାଙ୍କ ଘରଟା ଯେମିତି ପ୍ରଦର୍ଶନୀ ପଡ଼ିଆ ଆଉ ଘଣ୍ଟାଟା ଗୋଟାଏ ଦୁର୍ମୂଲ୍ୟ ଜିନିଷ । ଖୁସିରେ କୁରୁଳି ଉଠି ଦୌଡ଼ି ଦୌଡ଼ି ଯାଇ ସେ ବାପାଙ୍କୁ କହୁଥିଲା, ବାପା! ତମେ ଠିକ୍ କହୁଥିଲ ଓଲ୍ଡ ଇଜ୍ ଗୋଲ୍ଡ ।
Loading comments…
Loading comments…