by Akshayakumar Dash ✓ · 28 Apr 2020
ଜଣେ ମହିଳା ଆସି କିଛି ଦୂର ଛାଡି ବସିଲେ। ଏହିସମୟରେ ଗୋଟିଏ ଆମ୍ବୁଲାନ୍ସ ର ଶବ୍ଦ ଶୁଭିଲା। ସେଥିରୁ ପୋଲିସ କର୍ମଚାରୀ ବାହାରି ପ୍ରସାଦ ଭିତରକୁ ଆସିଲେ। ମହିଳା ଜଣଙ୍କ ଭୋଭୋ ହୋଇ କାନ୍ଦି କାନ୍ଦି ନିଜ ହାତରେ ଲୁହ ପୋଛୁଥିଲେ।
Loading comments…
Comments
Loading comments…