by Arati Sahoo ✓ · 6 Dec 2019
ସୁମତୀ କହିଲା ଯେ ହୋଇପାରେ ସେମାନେ କୁଆଡ଼େ ଯାଇଥିବେ , ଓ୍ଵାଚ୍ ମେନ ପାଖରେ ରେଜିଷ୍ଟର ଦେଖିଲେ ଜଣା ପଡ଼ିବ । ଦୁଇ ଦିନରୁ ଅଧିକ ଅବଧି ପାଇଁ ଗଲେ ଦସ୍ତଖତ କରି ଯିବାକୁ ପଡେ , ସୋସାଇଟିର ନିୟମ ।
Loading comments…
Loading comments…