by Dr Jharana Satapathy ✓ · 11 Apr 2020
ସେ କିଛି ଦେଖି ପାରୁନଥିଲା।କିନ୍ତୁ କାନଦୁଇଟି ପ୍ରଖର ଥିଲା। ସଙ୍ଗେ ସଙ୍ଗେ ସେ ଯୋରରେ ପାଟିକଲା ଚୋର ଚୋର ଧର ଧର।
Loading comments…
Loading comments…