by Bijaylaxmi Behera ✓ · 12 Feb 2022
ତୁମ ପ୍ରାରବ୍ଧ ନୁହେଁ.... ଏତେ ନୁହେଁ ନୁହେଁ ଭିତରେ ତୁମେ ଘାଣ୍ଟି ହେଉଥାଅ....ଛନ୍ଦି ହେଉଥାଅ ବାରମ୍ବାର ମୋ ଛଳ ଛଳ ସରଳ ଜୀବନକୁ ଅଙ୍କାବଙ୍କା କରିଦେବାର ଦ୍ଵନ୍ଦ୍ୱରେ...କେବେ ନା କେବେ, କୋଉଠି ନା କୋଉଠି ଏ ପ୍ରଶ୍ନର ଉତ୍ତର ପାଇବ ନିଶ୍ଚୟ..
Loading comments…
Comments
Loading comments…