by SUSMITA MISHRA ✓ · 4 Jun 2022
ଡଷ୍ଟବିନ ଭିତରୁ କିଏ କାନ୍ଦୁଛି ! ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଡଷ୍ଟବିନ ଭିତରେ କିଏ କାନ୍ଦୁଛ ?ଡଷ୍ଟବିନ ଭିତରୁ କହିଲା, ମୁଁ ମାଆ ଅର୍ଣ୍ଣପୂର୍ଣ୍ଣାର ଝିଅ ଅନ୍ନ ଅଟେ।ମୁଁ ପଚାରିଲି ଅନ୍ନ !ମାନେ ଭାତ ବା ଚାଉଳ।ଅନ୍ନ କହିଲା ହଁ ହଁ ମୁଁ ଭାତ ବା
Loading comments…
Loading comments…