by Birakishore Nayak ✓ · 12 Jul 2022
ଏ ପର୍ଯ୍ୟନ୍ତ ବି ପୁଅଟା ଫେରିନି |ଆସୁ କେତେବେଳେ ଆସିବ ଭାବି ମାଟିପିଣ୍ଡା ଉପରେ ଗଡ଼ିପଡ଼ିଲା ଟିକେ ସିଏ | ଆଖିରେ ନିଦ ଆସିଗଲା ଜାନକୀର , ଆତ୍ମତୃପ୍ତିର ବିଶ୍ରାମ ଯେମିତି |
Loading comments…
Loading comments…