by Pratima Das ✓ · 12 Dec 2018
ଦୁନିଆର ସବୁ ବୋଉ ବଡ଼ମିଛେଇ ଗୋଟିଏ ଗୋଟିଏ। ସେହି ମିଛରେ ଥାଏ ପୁଣ୍ୟ, ସେ ମିଛରେ ଥାଏ ତ୍ୟାଗ, ମିଠା ମିଠା ମହକ, ମୁଠା ମୁଠା ଆତ୍ମ ସନ୍ତୋଷ l
Loading comments…
Loading comments…