by sushama Parija ✓ · 3 Oct 2020
ବଡଟାକୁ ତ ପଚାଶ ହଜାରରେ ନେଲେ ସେ, ଆଉ ସାନଟାକୁ ତା'ଠୁ କ'ଣ କମ୍ ଦେବେ? ତୋ'ର ସୁନା ଶଙ୍ଖା ସାଙ୍ଗକୁ ସୁନା କାନ ଝୁମୁକା ହୋଇଗଲା ଜାଣ ।
Loading comments…
Loading comments…