by BIBHUTI BHUSAN SWAIN ✓ · 27 Jul 2019
ମୁଁ କୌତୁହଳ ଦମନ କରି ନ ପାରି ସେଠଙ୍କ ପାଖକୁ ଯାଇ ଏହାର କାରଣ ପଚାରିଲି । ଯଦିଓ ସେଠ୍ ମାଖନଲାଲଙ୍କର ଜଣେ ବିଶ୍ୱସ୍ତ ଗ୍ରାହକ ଭାବରେ ମୁଁ ପୂର୍ବରୁ ପରିଚିତ ଥିଲି,ତେଣୁ ବିନା ସଙ୍କୋଚରେ ସେଠଙ୍କୁ ପଚାରିଥିଲି ପ୍ରଶ୍ନଟି ମୁଁ ।
Loading comments…
Loading comments…