ଭୋକ, ଶୋଷ ରେ ହଂସା ଉଡିଯାଉଥିଲା ସୁବାଷ ର। ସଂଧ୍ୟା ପରେ ମଞ୍ଚ ତଳେ ବସିଥିବା କର୍ମୀମାନେ ସୁସ୍ବାଦୁ ଖାଦ୍ୟ ପ୍ୟାକେଟ ଖାଉଥିବା ବେଳେ ପାଟିରୁ ଲାଳ ଗଡୁଥିଲା ତାର। କର୍ମକୁ ଆଦରି ଶୋଇଥିଲା ସୁବାଷ। ସ୍ବପ୍ନ ଦେଖୁଥିଲା ସୁବାଷ। ଗାଁ ସରପଞ୍ଚ ହୋଇଛି ସେ ଓ କୋଠା ତିଆରି କରିଛି। ଅନଶନ ର ତୃତୀୟଦିନ। ସୁବାଷ ଶୋଇଯାଇଥିଲା ସବୁଦିନ ପାଇଁ
Loading comments…