by jyotsna mayee panda ✓ · 8 Jun 2021
ଆକାଶର ଭଲ ପାଇବା ଯେମିତି ସୀମାହୀନ... ସମୁଦ୍ରର ଭଲ ପାଇବା ଯେମିତି ଅନ୍ତହୀନ... ଚନ୍ଦ୍ରର ଅପେକ୍ଷା ଯେମିତି ସୁବିସ୍ତୀର୍ଣ୍ଣ ସେଇପରି ଏକ ପବିତ୍ର ନାରୀର ମନ l ଆଉ ବୋଧହୁଏ ଏ ଭୌତିକ ପୃଥିବୀରେ ଏ ହେଉଛି ଗୋଟେ ନାରୀର ଭଲ ପାଇବାର ସଂଜ୍ଞା
Loading comments…
Loading comments…