by Santosh Kumar Misra ✓ · 7 Sept 2019
ମୁଁ ତୁରନ୍ତ କାର୍ଯ୍ୟଭାର ହସ୍ତାନ୍ତର କରିଦେଇ ବ୍ଲକ ପରିସର ଛାଡିଦେଲି। ମୁଁ ପରେ ଶୁଣିଲି ସାଂସଦଙ୍କୁ ଉକ୍ତ ଗ୍ରାମବାସୀ ପଚାରିଥିଲେ ନୂଆ ବିଡିଓ କାହିଁକି ବଦଳି ହେଲେ । କୌଣସୀ ଉତ୍ତର ପାଇବା ଆଗରୁ ଗ୍ରାମବାସୀ ଉତ୍ୟକ୍ତ ହେଇ ଯାଇଥିଲେ।
Loading comments…
Comments
Loading comments…