by Amita Dash ✓ · 29 Jan 2021
ସେତେବେଳର ଶୁଣ୍ଠି ପାଣି, ଆଜିର ଆମର କାଢା କରୋନା ପାଇଁ । ବାପା ପ୍ରାୟ ରବିବାରକୁ ରବିବାର ପିଉଥିଲେ । ସେଥିରେ ହଳଦି, ଲବଙ୍ଗ, ଡାଲଚିନି ପଡେନି ।
Loading comments…
Loading comments…