by Tapaswini DashSarangi ✓ · 18 Mar 2021
ଅନେକ ଥର ସେ ସ୍ଵାମୀଙ୍କୁ ଏ ଲାଞ୍ଚ ନ'ନେବାକୁ କହିଛନ୍ତି,ଅସତ୍ ଧନ ଚିରସ୍ଥାୟୀ ନୁହେଁ ପୁଣି ଆମର ତ କେହି ପିଲାପିଲି ନାହାଁନ୍ତି କଣ ବା ହେବ ଏତେ ଧନ ଦରବ।ହେଲେ ମହେଶ ବାବୁ ତାଙ୍କ କଥା ଶୁଣି ନାହାଁନ୍ତି।
Loading comments…
Comments
Loading comments…