by Pallabi Das ✓ · 13 Jun 2019
ଘର ପାଖ ଷ୍ଟପେଜ୍ ରେ ପହଁଞ୍ଚିବା ପରେ ଟିକେ ଶାନ୍ତି ର ନିଶ୍ଵାସ ମାରି ,ବ୍ୟାଗ୍ ଭିତରୁ ଛତାଟା ବାହାର କରି ସେ ଚାଲିଲା ଘର ଅଭିମୁଖେ । ବାଟରେ ସେ କେତେ ଚିହ୍ନା ଅଚିହ୍ନା ଲୋକଙ୍କୁ ଭେଟୁ ଥିଲା , କିନ୍ତୁ କାହିଁକି କେଜାଣି ମନ ତାର ଖୋଜୁଥିଲା ସେଇ ଏକ ଚିହ୍ନା ମୁହଁକୁ
Loading comments…
Loading comments…