by Nityananda Nandi ✓ · 22 Sept 2020
ଅତି ନିଜର କେହି ଜଣେ କଷ୍ଟ ପାଇଲେ ମନ ଭିତରେ ଅସ୍ଥିରତାର କେମିତି ଗୋଟାଏ ଅନୁଭବ ଜନ୍ମ ନିଏ, ହୃଦୟର କଠୋରତମ ଇଲାକାରେ ଅକସ୍ମାତ୍ ଭୂସ୍ଖଳନ ସମ୍ପୂର୍ଣ୍ଣ ଦେହକୁ ହଲେଇଦିଏ। ମଞ୍ଜରୀ ଆପାଙ୍କ ହୃଦୟ ଆଲୋଡ଼ିତ ହେଲା। ରବିର କଷ୍ଟ ସହି ପାରୁ ନ ଥିଲେ।
Loading comments…
Loading comments…