by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 11 Feb 2019
ସାନରାଣୀ ସେଇ କାଠ କଣ୍ଢେଇ ତିନୋଟିକୁ ଦେଖିଲେ l ଏହା ତାଙ୍କର ସନ୍ତାନ, ଏହା ସେ ବିଶ୍ୱାସ କରିପାରୁ ନଥିଲେ l ତେଣୁ ସେ କାନ୍ଦିବାକୁ ଲଗିଲେ l
Loading comments…
Comments
Loading comments…