by Pramod kumar Biswal ✓ · 30 Oct 2020
କୁହନ୍ତି ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ l ଯେପରି ଘାତର ପ୍ରତିଘାତ ଓ ଧ୍ୱନିର ପ୍ରତିଧ୍ୱନି, ତାହାଲେ ମୋର ଅନ୍ତରଙ୍ଗ ପ୍ରେମର ମାଧୁରୀକୁ ତୁମେ କାହିଁକି ଗ୍ରହଣ କରିପାରୁନା l
Loading comments…
Loading comments…