by Sunanda Mohanty ✓ · 8 Feb 2021
ମାଆ ମୁନ୍ଦେ ପାଣି କହି ଝିଅଟି ନଥ କରି ବସିପଡିଲା, ତ ଦୌଡ଼ିଗଲେ ସୁମୀ ନେଇ ଆସିଲେ ପାଣି ସହ କିଛି ଟୀଫିନ, ଖୁସିରେ ଖାଇ ପାଣି ପି ଝିଅଟି ଓଃ କହି ଉଠୁଥିଲା, ତ ତା ହାତ ଧରି ବସାଇଦେଲେ ସୁମୀ, କହିଲେ ଆମ ଘରେ ପ୍ରବଳ ସଉଦା ଜରି, ଆଜି ନେଇଯା, ଝି
Loading comments…
Loading comments…