by Jyotiranjan Sahu ✓ · 17 Sept 2019
କଲ୍ୟାଣୀଙ୍କ ସେହି ନିଦୁଆ ଆଖି ଉପରେ ପଡିଥିବା କେଇକେରା କେଶରାଶିକୁ ହାତରେ ସାଉଁଳି ଦେଇ ରାଜ୍ ତାଙ୍କୁ ଧିରେ ଶୁଆଇଦେଲେ ଲୋୟର ବାର୍ଥରେ ଆଉ ନିଜେ ଝରକା ପାଖରୁ ଚାହିଁ ରହିଥିଲେ ଟ୍ରେନ ବାହାରର ଅନ୍ଧାର ଦୁନିଆଁଟାକୁ ।
Loading comments…
Loading comments…