by Parameswar Ojha ✓ · 19 Dec 2019
ପୋଲିସ୍ ଅଧିକାରୀ ଏତିକି କହୁ କହୁ ଦି କପେ ଚା' ପିଇ ସାରିଥିଲେ । ସମୃଦ୍ଧି ଆବାକାବା ହୋଇ ପୋଲିସ ଅଧିକାରୀ ଙ୍କ ମୁହଁ କୁ ଚାହିଁଥିଲା । ଆଉ ଗୋଟେ ଦୀର୍ଘ ଶ୍ବାସଟେ ତା ଛାତି ଟାକୁ ଦୋହଲେଇ ଦେଇ ବାହାରକୁ ଚାଲି ଆସିଥିଲା ।
Loading comments…
Loading comments…