by Sunanda Mohanty ✓ · 16 Feb 2021
ଏଁ ତୋ ଦେହ ଭଲ ନାହିଁ? କଣ ହଉଛି ଜ୍ୱର ନୁହେଁ ତ ମମ୍ମି, ଏଵେ କରୋନା ସମୟ ଜାଣିଛୁ ନା ନାହିଁ, କ୍ଵାରେନଣ୍ଟାଇନରେ ରହ ତେବେ, ଆମେ ଯାଉଛୁ ମେଡିସିନି ଆଣିବୁ, ନାଇଁମ ଜ୍ୱର ନୁହେଁ, ଏମିତି, କହି ମାଆ ଠାକୁର ପୂଜା କରି ଛାତ ଚଢୁଥିଲା
Loading comments…
Loading comments…