by Archana Sahoo ✓ · 8 Jun 2021
ସତରେ ଏ କରୋନା କେତେ ଆଶାକୁ ନିରାଶା କରି ସାରିଲାନି ତାର ଖବର ନାହିଁ । ଚାଇନାକୁ ବହୁତ ଗାଳି କରିବାକୁ ଇଚ୍ଛା ହେଉଛି । ସତରେ ସେ ଜୀବନକୁ କ'ଣ ବୋଲି ଭାବିଛି କି ? ମଣିଷମାନଙ୍କୁ ସେ ଏମିତି କୁକୁର ଭଳି ପୋକ ମାଛି ପରି ଭାବୁଛି ବୋଧହୁଏ ।
Loading comments…
Loading comments…