by Ranjit Sahu ✓ · 11 Nov 2019
ସମର କିଛି କହିବା ପୂର୍ବରୁ ବାକି ଥିବା ସୁରା ସେବନ କରି ସାରିଥିଲା ପ୍ରୀତମ I ଅଟକେଇବାକୁ ଯାଉ ଯାଉ ତାହାର ନିଜର ଗ୍ଳାସ୍ ଟି ପଡିଗଲା I ଭଙ୍ଗା କାଚଟିର ଆଘାତରେ ଚିତ୍କାର କରି ଉଠିଲା ସମର I
Loading comments…
Loading comments…