120Log inSign up
ଅର୍ନ୍ତଦ୍ବନ୍ଦ
Story · Tragedy

ଅର୍ନ୍ତଦ୍ବନ୍ଦ

by Saswati Samal ✓ · 5 Aug 2019

766Reads
14Likes
8Min read

ଏ ସଂସାର ରେ ଏମିତି କୌଣସି ଜୀବନ ନାହିଁ ଯାହାର କିଛି ସମସ୍ୟା ନାହିଁ ,କିନ୍ତୁ ସମସ୍ତେ ଏକା ପରି ଏହାର ସମ୍ମୁଖୀନ ହୋଈନଥାନ୍ତି , କାହା ମନ ରେ ବିପଦ ରୁ ଶିକ୍ଷା ପାଈ ଭବିଷ୍ୟତ ଗଢିବା ଲାଗି ପ୍ରେରଣା ଜାତ ହେଲାବେଳେ ଅନ୍ୟ କେହି ଅନାହୁତ ବିପଦ ରେ ମର୍ମାହତ ହୋଈ ଆତ୍ମହତ୍ୟା ପରି କୁସ୍ଚିତ କର୍ମ କୁ ଆପଣେଈ ନେଉଛନ୍ତି। ହୁଏତ ଯୁଗ ବଦଳି ଯାଈଛି , ଅତୀତ ର ସମାଜ ଓ ବର୍ତ୍ତମାନ ର ସମାଜ ମଧ୍ୟରେ ଅକାଶପାତାଳ ତଫାତ୍ । ଆଜି ର ସମାଜ ବଡ ଜଟିଳ। ଏଠି ଜୀବନତରୀ ବାହିବା ବଡ କଷ୍ଟକର, ଏଠାରେ ବଂଚିବାକୁ ହେଲେ ମହାବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ର ଶିକ୍ଷା ପ୍ରମାଣପତ୍ର କିଛି କାମ କରେନି , କାମ ଦିଏ ମନୁଷ୍ୟ ର ଅସୀମଧର୍ଯ୍ୟ ଓ ନିଜପ୍ରତି ଥିବା ଆତ୍ମବିଶ୍ବାସ ଓ ଦୃଢ ଈଛାଶକ୍ତି।

Loading comments…