by Ranjit Sahu ✓ · 12 May 2020
ଶାନ୍ତ ପୋଖରୀର ପାଣିରେ ପଥରଟିଏ ପଡି ସାରିଛି ଆଉ କରିଛି ସୃଷ୍ଟି ଲହଡି I କିନ୍ତୁ ଏ ଲହଡି ତ ଥମୁ ନାହିଁ, ଦୁଇ ବର୍ଷ ହୋଇଗଲାଣି, ଅନବରତ ଗୋଳିଆ କରି ଚାଲିଛି ସୁଧୀରର ଚିନ୍ତନକୁ I ଶାନ୍ତ ସୁଧୀର ହୋଇଛି ଅଧୀର ଅଶାନ୍ତ ଗ୍ରହଟିଏ, ସେହି ଦିନ ଠାର
Loading comments…
Comments
Loading comments…