by Tejaswini Goutami Madala ✓ · 19 Apr 2018
ସାହସ କରି ମୁଣ୍ଡ ଉଠାଇ ରାଗ ଜର୍ଜରିତ ଆଖିରେ ଚାହିଁଲା ସେଇ ବୁଲାଷଣ୍ଢ ଗୁଡାକୁ। ଅସୀମାର ଏହି ବିପ୍ଳବୀ ରୂପ ଦେଖି ହସିଉଠିଲେ ଉଦ୍ଧତ ଦଳ।
Loading comments…
Loading comments…