ନିର୍ବାଚନ ଏପରି ହେବା ଦରକାର ଯେଉଁ ପଦ୍ଧତିରେ ପ୍ରାର୍ଥୀ ପ୍ରଚାର କରିବ ନାହିଁ,ଅର୍ଥ ଖର୍ଚ୍ଚ କରିବ ନାହିଁ,ନିର୍ବାଚନ ପାଇଁ ସ୍ୱତନ୍ତ୍ର ଦିନ ବାର କି ଆନୁଷ୍ଠାନିକ ବ୍ୟବସ୍ଥା ଇଭିଏମ,ପୋଲିଂ ଅଫିସର ନ କରି ଜଣେ ଘରେ ବସି ଅନ ଲାଇନରେ ଭୋଟ୍ ଦେବ।ଯେଉଁ ବ୍ୟବସ୍ଥା ହେବ ସଂସ୍କାରିତ ନିର୍ବାଚନ ବ୍ୟବସ୍ଥା ଅର୍ଥାତ ଡିଜିଟାଲ ନିର୍ବାଚନ ବ୍ୟବସ୍ଥା।ରୁଦ୍ର ସାର୍ କୁଞ୍ଜକୁ କୁଣ୍ଡେଇ ପକାଇଲେ,ଏବଂ କହିଲେ ସତରେ କୁଞ୍ଜ ତୋତେ ପାଇ ମୁଁ ଗର୍ବିତ l
Loading comments…