by KRUTIBAS NAYAK ✓ · 22 Oct 2020
ସେ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଆଉ ସ୍ୱାଧୀନଚେତା ନାରୀନେତ୍ରୀ । ଅକଳନ ସଂପତ୍ତି ଓ ବାପାଙ୍କ କ୍ଷମତା ବଳରେ ସେ ଧରାକୁ ସରା ମନେ କରୁଥିଲେ ସତ, କିନ୍ତୁ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଜଣେ ବୟସ୍କ ରାଜନୀତିଜ୍ଞ ପାଲରେ ପଡ଼ିଗଲେ ।
Loading comments…
Loading comments…