by Arati Sahoo ✓ · 18 Oct 2019
ସାନଭାଉଜ ପାଖରେ ଶୋଇଛି କୁନି । ହଠାତ ତାର ନିଦ୍ରା ଭଙ୍ଗ ହୁଏ ଏକ କରୁଣ କ୍ରନ୍ଦନ ଶୁଣି । ଶବ୍ଦଟା ଆସୁଥାଏ ତୁଳସୀ ଚଉଁରା ପାଖରୁ ।
Loading comments…
Loading comments…