by Maheswar sahoo ✓ · 5 Oct 2019
ତେବେ କ'ଣ ଅତିଥି ଦେବତା ନୁହେଁ ? ଯଦି ଜଣେ ବଡ ଜାତିର ଘରକୁ ଜଣେ ସାନ ଜାତିର ଲୋକ ଭୋକ ବିକଳରେ ଛିଣ୍ଡା ଓ ଗୁନ୍ଥା ପିନ୍ଧି ଯାଏ ତେବେ କଣ ସାନ ଜାତିର ଲୋକଟି ଅତିଥି ଦେବତାର ଆସନ ମିଳି ପାରିବ ?
Loading comments…
Loading comments…