by Biswanath Nayak ✓ · 25 Mar 2020
ହଠାତ୍ ଅଜାଙ୍କ ଡାକରେ ତାଙ୍କ ନିଦ ଭାଙ୍ଗିଗଲା। କାନ୍ଥ ଘଣ୍ଟାକୁ ଚାହିଁଲେ। ଚାରିଟା ବାଜିଲାଣି। ବ୍ୟସ୍ତ ହୋଇପଡ଼ି ଭାବିଲେ ,ଆରେ ପିଲାମାନେ ଖାଇବେ କେତେବେଳେ ? ଆରେ ଶୁଭ ବୋଉ! କ'ଣ ଶୋଇ ପଡିଲା ନା କ'ଣ? ଶୀଘ୍ର ବାହାରକୁ ଆସ। ଶୁଭ ପରା ଆସିଲା
Loading comments…
Loading comments…