by Madhabi Patel ✓ · 8 Apr 2022
ଯଦି ସେ ଗାଁରେ ରହିଥାନ୍ତା ତାହେଲେ ପ୍ରେମ ଚକ୍କର୍ ରେ ପଡି ବାଲୁଙ୍ଗାଟେ ହେଇ ବୁଲୁଥାନ୍ତା । ସେଥିପାଇଁ ସେ ବେଳେବେଳେ ସୁକନ୍ୟାକୁ ଶ୍ରେୟ ଦିଏ । ଅଜାଣତରେ ହେଉ ସେ ତାପାଇଁ ଆଜି ଜିଦିରେ ଭଲ ପଢି ଏତେ ଆଗକୁ ଆସିପାରିଛି ।
Loading comments…
Loading comments…