by Anil Pradhan ✓ · 18 May 2021
ସବୁ ଶୁଣି ରାମୁ କାକା ମାଳତୀ ଦେବୀଙ୍କୁ ଆଶ୍ୱାସନା ଦେଇ କହିଲେ ସେ ସବୁ ତାଙ୍କ ମନର ଭ୍ରମ । କିନ୍ତୁ ମାଳତୀ ଦେବୀ ମାନିଲେ ନାହିଁ ସେ କହିଲେ ଏଘରେ ଏକ ଅତୃପ୍ତ ଆତ୍ମା ରହିଛି । ସେ ମତେ ମାରି ଦେବ ମତେ ଭୟ ଲାଗୁଛି ।
Loading comments…
Loading comments…