by Kalpana Kumari Pradhan ✓ · 11 Jul 2021
ବର୍ଷା ପୁରା ବନ୍ଦ ଆକାଶ ନିର୍ମଳ l ସେଦିନଠୁ ବଦଳିଗଲା ଚିତ୍ରାର ବ୍ୟବହାର l ଖିଆ ନା ପାଠ ନା ସଜବାଜ କୋଉଥିରେ ଆଗ୍ରହ ନାହିଁ ତାର l ସବୁବେଳେ ଗୁମସୁମ l
Loading comments…
Loading comments…