by Pranati Mahapatra ✓ · 3 Jul 2021
ଆମ ସ୍ନେହ ମମତାରେ, ଆମ ସଂସ୍କାର ଭିତରେ, ଆମ ଶିକ୍ଷା ଦୀକ୍ଷାରେ କେଉଁଠି କମି ରହିଗଲା ବୋଧହୁଏ । ସେଥିପାଇଁ ଆମେ ଆଜି ପଡୋଶୀ ହୋଇଗଲୁ । ତଥାପି ଆମ ଆଶା ସ୍ଵପ୍ନ ଆମ ଭବିଷ୍ୟତ ବଂଶଧର ଦୀର୍ଘାୟୁ ହେଉ, ସୁଖଶାନ୍ତିରେ ଜୀବନ ଅତିବାହିତ କରୁ ।
Loading comments…
Loading comments…