by Gangadhar Nanda ✓ · 9 Sept 2019
ମାଉସୀ ତା ମୁଣ୍ଡ ଆଉଁସିବା ଅବସରରେ ପଚାରିଲେ, କ'ଣ ହେଲା ବାପା,' ? 'ମାମା ଆସିଥିଲା , ମୋ ସାଙ୍ଗରେ ଖେଳୁଥିଲା, ଏବେ ଚାଲିଗଲା, ଦିପୁ କୋହଭରା ସ୍ଵରରେ ଉତ୍ତର ଦେଲା ।
Loading comments…
Loading comments…