by Rabinarayan Senapati ✓ · 28 Jun 2021
ଆଗ ସମୟ ହୋଇଥିଲେ ସେ ଅଙ୍କ କଷିଥାନ୍ତେ, ଏତିକି ରାତି ଉଜାଗର ହେବାର ମୂଲ କେତେ, ଧାନ ଫଳିବ କେତେ, ମାଛରୁ ମିଳିବ କେତେ, ଲାଭ କେତେ, ହାନୀ କେତେ? ଏସବୁ ଅଙ୍କକଷା, ପରିସ୍ଥିତି ତାଙ୍କୁ ଭୁଲିବାକୁ ବାଧ୍ୟ କରିଛି ।
Loading comments…
Comments
Loading comments…