by Pallabi Das ✓ · 16 May 2019
ଦୁହେଁ ଏବେ ବୁଝିଲେ ଭଗବାନ ଯୋଡ଼ିଥିବା ତାଙ୍କ ସମ୍ପର୍କକୁ, ଯୋଉଟା କି ଯେତେ ଭାଙ୍ଗିଲେ ବି ଆହୁରି ସୁଦୃଢ ଆଉ ଚିରସ୍ଥାୟୀ ହୋଇଉଠେ । ଜନ୍ମ ଜନ୍ମର ଅତୁଟ ବନ୍ଧନରେ ବାନ୍ଧି ହୋଇ ବେଶ୍ ଖୁସିରେ ସେମାନେ ଏବେ ଅଛନ୍ତି ।
Loading comments…
Loading comments…