by BIBHUTI BHUSAN SWAIN ✓ · 25 Jul 2019
ଲିସା ନିଜ ଅତ୍ୟାଧୁନିକ ଦାମୀ ଆଣ୍ଡ୍ରଏଡ୍ ମୋବାଇଲଟି ଭ୍ୟନିଟି ବ୍ୟାଗରୁ କାଢି ଡାକ୍ତରଙ୍କ ହାତକୁ ବଢାଇଦେଲେ । ଡାକ୍ତର ସାହେବ କାଳବିଳମ୍ବ ନ କରି ମୋବାଇଲକୁ ପୁଅ ଗୁଡଲୁ ହାତରେ ଧରାଇଦେଲେ । କିଛି କ୍ଷଣ ପରେ ଦେଖାଗଲା- ସଦାଚଂଚଳ ଗୁଡଲୁ ସୁନା ପିଲାଟି ପରି ଚୌକିରେ ବସି ମୋବାଇଲରେ ବ୍ୟସ୍ତ ଅଛି ।
Loading comments…
Loading comments…