by Rajesh Kumar Jain ✓ · 28 Aug 2017
ବାବାମାନେ ଯୁଗେଯୁଗେ ସମାଜର ଆଇନା । ଏବେ ବି ଅଛନ୍ତି । ତଫାତ୍ ଏତିକି - ଆଗେ ଗେରୁଆ ଥିଲା କରୁଣା, ପ୍ରେମ, ପ୍ରେରଣାର ଉତ୍ସ । ଏବେ କରୁଣାର ପ୍ରେରଣାକୁ ପ୍ରେମ କରି ଖାଉଛନ୍ତି ଲାତ । ଆଲୋକରୁ ଅନ୍ଧାର ହେଉଛି ନିର୍ଗତ । (not a story)
Loading comments…
Loading comments…