by Satyabati Swain ✓ · 31 Aug 2020
ସବୁବେଳେ ମୋର ଚିନ୍ତା, ଏଇ ଯେମିତି ମୋ ବାବା କଣ ଖାଉଥିବେ, କେମିତି ଚା କରି ଖାଉଥିବେ, ପ୍ୟାଣ୍ଟ୍ ସାର୍ଟ କିଏ ସଫା କରୁଥିବ । ଦେହ ମୁଣ୍ଡ ହେଲେ କିଏ ଶାଗୁ କରିଦେଉଥିବ, ଇତ୍ୟାଦି ଇତ୍ୟାଦି ।
Loading comments…
Loading comments…