by Prashantam Bapu ✓ · 12 May 2020
ମଣିଷ ମନର ଚରିତ୍ରଟି ମାଙ୍କଡ଼ ଚରିତ୍ର ଭଳି, ସବୁବେଳେ ଅସ୍ଥିର ଆଉ ବିଚଳିତ। ଗୋଟିଏ କଥାରୁ ଆଉ ଗୋଟେ କଥାକୁ ଡ଼ିଆଁ ମାରେ ଆଉ ଏଇମିତି ଅହରହ ଚିନ୍ତା ଆଉ ଭାବନାରାଶିରେ ସେ ଡ଼େଉଁଥାଏ ।
Loading comments…
Loading comments…